Site icon Awaj Media

ପଦ୍ମପୁର କଲେଜ ରୋଡ କାଳୀମନ୍ଦିର ପାଖରେ ଦୁଇ କାର ମଧ୍ୟରେ ଧକ୍କା !!!

Spread the love

ପଦ୍ମପୁର ( ଆୱାଜ ମିଡ଼ିଆ ) – କୃପାସିନ୍ଧୁ ମହାନ୍ତି : କଲେଜ ରୋଡ ରେ ଦୁର୍ଘଟଣା ! ରବିବାର ସକାଳ ସମୟ ରେ ପଦ୍ମପୁର ରୁ ନୂଆପଡା ରାସ୍ତା କଲେଜ ରୋଡ କାଳୀମନ୍ଦିର ପାଖରେ ଦୁଇଟି କାର ମଧ୍ୟରେ ଧକ୍କା ହୋଇଛି ! ଦୁର୍ଘଟଣାରେ ଗାଡି ଚାଳକ ଆହତ ହୋଇଥିବା ସମୟରେ , ଦ୍ରୁତ ଗତି ଏବଂ ବେପରୱା ଗାଡି ଚାଳନା ରୁ ଦୁର୍ଘଟଣା ଘଟିଥିବା ଜଣାଯାଇଛି !

Exit mobile version