Site icon Awaj Media

ମହାନଦୀ ରେ ଭାସି ଯାଇଥିବା ବୟସ୍କା ମହିଳା ଙ୍କୁ ଉଦ୍ଧାର କଲେ ଗ୍ରାମବାସୀ !!!

Spread the love

ବଡମ୍ବା ( ଆୱାଜ ମିଡ଼ିଆ ) – ପ୍ରତାପ ନାୟକ – ବାଣେଶ୍ୱର ପାହାଡ଼ ନିକଟ ମହାନଦୀ ରେ ଭାସି ଯାଇଥିବା ବୟସ୍କା ମହିଳା ଙ୍କୁ ଉଦ୍ଧାର କଲେ ଗ୍ରାମବାସୀ ! ଯାହା ସୂଚନା ଦେଇଛନ୍ତି ପଦାମାଳ ସରପଞ୍ଚ ରାଜ କିଶୋର ରାଉତ , ତେବେ ମହିଳା ଙ୍କ ପରିଚୟ ମିଳି ପାରିନାହିଁ ! ସ୍ଥାନୀୟ ଯୁବକ ମାନେ ତାଙ୍କୁ କାନପୁର ଡାକ୍ତରଖାନା ରେ ଭର୍ତ୍ତି କରିଛନ୍ତି । ସନ୍ଧ୍ୟା ସୁଧା ସେ କାନପୁର ଡାକ୍ତରଖାନାରେ ଅଛନ୍ତି , ତାଙ୍କର ଚିକିତ୍ସା ଚାଲିଛି ! ବୟସ୍କା ମହିଳା ଜଣକ ଠିକ୍ ସେ କଥା କହି ପାରୁନଥିବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଡାକ୍ତର ପ୍ରକାଶ କରିଛନ୍ତି ।

Exit mobile version