Site icon Awaj Media

ଜନସମୁଦ୍ରରେ ପରିଣତ ହେଲା ଫତେଗଡ ଶ୍ରୀରାମ ପାହାଡ଼ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର – ଜନସମୁଦ୍ରରେ ପରିଣତ ହେଲା ଫତେଗଡ ଶ୍ରୀରାମ ପାହାଡ଼ ! ଦ୍ଵିତୀୟ ଅଯୋଧ୍ୟା କୁହାଯାଉଥିବା ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ଫତେଗଡ଼ ପାହାଡ଼ ଚୂଡ଼ାରେ ଶ୍ରୀରାମ ମନ୍ଦିରରେ ବିରାଜିଲେ ପ୍ରଭୁ ରାମ, ଲକ୍ଷ୍ମଣ, ସୀତା ଓ ହନୁମାନ। ଏହି ଭଵ୍ୟ ମନ୍ଦିରରେ ନବପ୍ରତିଷ୍ଠିତ ପ୍ରଭୁଙ୍କ ଦର୍ଶନ କଲେ ଜିଲ୍ଲା ତଥା ଜିଲ୍ଲା ବାହାରର ଲକ୍ଷାଧିକ ଶ୍ରଦ୍ଧାଳୁ । ଜୟ ଶ୍ରୀରାମ ଧ୍ଵନିରେ ପ୍ରକମ୍ପିତ ହେଲା ଗଗନ ପଵନ ।

Exit mobile version