Site icon Awaj Media

ସୈନିକ କଲ୍ୟାଣ ସଂଘ ପଦ୍ମପୁର ର ବାର୍ଷିକ ଉତ୍ସବ ଅନୁଷ୍ଠିତ !!!

Spread the love

ପଦ୍ମପୁର ( ଆୱାଜ ମିଡ଼ିଆ ) – କୃପାସିନ୍ଧୁ ମହାନ୍ତି – ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ସିଦ୍ଧି ବିନାୟକ କଲ୍ୟାଣ ମଣ୍ଡପରେ ସୈନିକ କଲ୍ୟାଣ ସଂଘ ର ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି l ଏହି ବାର୍ଷିକ ଉତ୍ସବ ରେ ମୁଖ୍ୟ ଅତିଥି ଭାବରେ ଏସଡ଼ିଏମଓ ସରୋଜ କୁମାର ସେଠ , ସମ୍ମାନିତ ଅତିଥି ରୂପେ ଲେଫ୍ଟନେଣ୍ଟ ନେଭି ମନୋରଞ୍ଜନ ପୁରୋହିତ ଉପସ୍ଥିତ ରହିଥିବା ସମୟରେ କାର୍ଯ୍ୟକ୍ରମରେ ଅନେକ ସୈନିକ ତଥା ଏକ୍ସ ସୈନିକ ଏହି ଉତ୍ସବ ରେ ଉପସ୍ଥିତ ଥିଲେ l ନେତାଜୀ ସୁବାଷ ଚନ୍ଦ୍ର ବୋଷ ଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଥିଲା ! ସୁବାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏ ପରି ସୈନିକ ପରି ଆମ ଦେଶ ର ଗୌରବ ସେହି ବିଷୟରେ ଉଦବୋଧନ ଦେଇଥିଲେ ଅତିଥି ମାନେ l

Exit mobile version