ଅଦିନିଆ ବର୍ଷାରେ ନଷ୍ଟ ହୋଇଗଲା ଓରମାସ ର ଷ୍ଟଲ !!!

Spread the love

ବରଗଡ଼ ( ଆୱାଜ ମିଡ଼ିଆ ) – କୃପାସିନ୍ଧୁ ମହାନ୍ତି – ଅଦିନିଆ ବର୍ଷାରେ ନଷ୍ଟ ହୋଇଗଲା ଓରମାସ ର ଷ୍ଟଲ ! ବରଗଡ଼ ଜିଲ୍ଲା ରେ ହେଉଥିବା ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ରେ ଅଦିନିଆ ବର୍ଷାଯୋଗୁଁ ନଷ୍ଟ ହୋଇଗଲା ପାଖାପାଖି 200 ଷ୍ଟଲ ! ବର୍ଷା ଯୋଗୁଁ ବହୁତ କ୍ଷତି ହୋଇଯାଇଛି , ଷ୍ଟଲ ଗୁଡିକ ରେ ଯେଉଁ କ୍ଷତି ହୋଇଛି ସେ ସବୁ କ୍ଷତି ଭରଣା ପାଇଁ ଆକଳନ ଆରମ୍ଭ କରିଛନ୍ତି ଇନ୍ସୁରେନସ ଡିପାର୍ଟମେଣ୍ଟ ର କାର୍ଯ୍ୟକର୍ତ୍ତା l

Leave a Reply

Your email address will not be published. Required fields are marked *