Site icon Awaj Media

ସୁଦର୍ଶନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ-ଓ “ଯୁବ ଓଡ଼ିଶା ନବୀନ ଓଡ଼ିଶା” କାର୍ଯ୍ୟକ୍ରମ ଉଦଯାପିତ !!!

Spread the love

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : କଟକ ସଦର ୪୨ ମୌଜା ସୁଦର୍ଶନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟକ୍ଷ ଦୁଷ୍ମନ୍ତ ମହାପାତ୍ରଙ୍କ ସଭାପତିତ୍ଵରେ ନୂଆ-ଓ “ଯୁବ ଓଡ଼ିଶା ନବୀନ ଓଡ଼ିଶା” କାର୍ଯ୍ୟକ୍ରମ ଉଜ୍ଜାପିତ ହୋଇଯାଇଛି । ଉତ୍ସବରେ ବିଶିଷ୍ଟ ଅତିଥି ଭାବେ ଉଚ୍ଚ ଶିକ୍ଷା ବିଭାଗର ଆଞ୍ଚଳିକ ନିର୍ଦ୍ଦେଶକ ପ୍ରଫେସର ଡକ୍ଟର ସୁମନ ଦାସ,ମୁଖ୍ୟବକ୍ତା ପ୍ରଫେସର୍ ଡକ୍ଟର ବାବାଜୀ ଚରଣ ପଟ୍ଟନାୟକ, ସମ୍ମାନିତ ଅତିଥି ଭାବରେ ପ୍ରଫେସର ପ୍ରଭାକର ସ୍ୱାଇଁ,ପ୍ରଫେସର ଡକ୍ଟର ସେକ କଲିମୁଲ୍ଲl,ଡକ୍ଟର ସନ୍ତୋଷ କୁମାର ଦେବତା,ସ୍ଵାଧୀନ ଶେଖର ସଢ଼ଙ୍ଗୀ,ଅଧ୍ୟାପକ ଗଣେଶ୍ୱର ଦାସ,ପିଏସ ମେମ୍ବର ବିନୋଦ ବେହେରା, ଦାଧିବାମନପୁରର ସରପଞ୍ଚ ସୁମିତ୍ରା ଗୁଛାୟତ, ବ୍ରହ୍ମପୁର ସରପଞ୍ଚ ରବିନାରାୟଣ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ । ନୋଡାଲ ଅଫିସର ଶୁଭେନ୍ଦୁ ନାରାୟଣ ପାତ୍ର ବିବରଣୀ ପାଠ କରିଥିଲେ ଓ ସାଂସ୍କୃତିକ ବିଭାଗର ଆବାହକ ଡକ୍ଟର ରାଜେନ୍ଦ୍ର କୁମାର ପତି,କ୍ରୀଡା ବିଭାଗର ଅବାହାକ ସତ୍ୟରଞ୍ଜନ ରାଏ, ଏବଂ ସାମାଜିକ କାର୍ଯ୍ୟ ଓ କ୍ରିୟାକଳାପର ଆବାହକ ବିଚିତ୍ରାନନ୍ଦ ପତିଙ୍କୁ କାର୍ଯ୍ୟ ସମ୍ପାଦନା ନିମନ୍ତେ ଧନ୍ୟବାଦ ଦିଆ ଯାଇଥିଲା । ଡକ୍ଟର ମୌସୁମୀ ରାଉତରାୟ,ଲିଲି ଦାସ,ସସ୍ମିତା ବିଶୋଇ,ଶିବ ଶଙ୍କର ସେଠୀ,ମଳୟ ସେଠୀ ପ୍ରମୁଖ ପରିଚାଳନା କିରିଥିଲେ । ବିଶିଷ୍ଟ ଅତିଥି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରିଥିଲେ। ଏହି ଅବସରରେ ପିଲା ମାନଙ୍କ ଦ୍ବରା ସାଂସ୍କୃତିକ କାର୍ଯ୍ୟକ୍ରମ ବିଜୟ କୁମାର ଦେବତା ଓ ଛାତ୍ର ପ୍ରତିନିଧି ଶୁଭରତ୍ନ ତ୍ରିପାଠୀ, ଛାତ୍ରୀ ପ୍ରତିନିଧି ସ୍ଥିତିପ୍ରଜ୍ଞା ଅଧିକାରୀଙ୍କ ଦ୍ୱାରା ସ୍ତିଥିପାର୍କ ଅଧିକାରୀଙ୍କ ଦ୍ଵାରା ସମ୍ପାଦିତ ହୋଇଥିଲା । ଅଧ୍ୟାପକ ତନ୍ମୟ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

Exit mobile version