ଗ୍ରାମାଞ୍ଚଳ ଭିତ୍ତିଭୂମି ର ବିକାଶ – ରାଜ୍ୟ ସରକାର ଙ୍କ ପ୍ରୟାସ !!!

Spread the love

ବରଗଡ଼ ( ଆୱାଜ ମିଡ଼ିଆ ) – କୃପାସିନ୍ଧୁ ମହାନ୍ତି : ବରଗଡ ଜିଲ୍ଲା ରାଜ ବୋଡାସମ୍ବର ବ୍ଲକ ଫଳଶlପାଲି ଗ୍ରାମପଞ୍ଚାୟତ ଠାରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଆୟୋଜିତ ! ଏହି ଯୋଜନା ଦ୍ୱାରା ଗ୍ରାମାଞ୍ଚଳ ଭିତ୍ତଭୂମି ର ବିକାଶ ରାଜ୍ୟ ସରକାର ଙ୍କ ପ୍ରୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ! ଏହି କାର୍ଯ୍ୟକ୍ରମ ରେ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଓ ଏଲସିଡ଼ି ମାଧ୍ୟମରେ ଲୋକଙ୍କୁ ରାଜ୍ୟ ସରକାର ଙ୍କ ଯୋଜନା ଗୁଡିକ ପ୍ରସାରଣ କରାଗଲା ! ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରୂପେ ବ୍ଲକ ଅଧ୍ୟକ୍ଷ ଯୋଗ ଦେଇଥିଲେ ! ସମସ୍ତ କାର୍ଯ୍ୟକ୍ରମ କୁ ପିଇଓ ଘନଶ୍ୟାମ ଟାଟାଂଗ ପରିଚାଳନା କରିଥିଲେ ଓ ସରପଞ୍ଚ , ସମିତିସଭ୍ୟ ଉପସ୍ଥିତ ରହିଥିଲେ !

Leave a Reply

Your email address will not be published. Required fields are marked *