Site icon Awaj Media

ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଗୋସାଣି ବ୍ଲକ ଅନ୍ତର୍ଗତ ବାଘଶାଳା ଗ୍ରାମରେ ଆମ ଓଡ଼ିଶା ନବୀନ ଓଡ଼ିଶା ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ଡ଼. ତିରୁପତି ପାଣିଗ୍ରାହୀ ଏବଂ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି.ତିରୁପତି ରାଓ, ଗୋଷାଣୀ ବ୍ଲକ୍ ଅଧ୍ୟକ୍ଷ ଏନ୍. ବିରରାଜୁ, ଜି. ଗଜପତି ରାଓ, ଏସ୍. ଲିଙ୍ଗରାଜୁ, ଏସ୍. ବାଲାରାଜୁ, ଆମ ଓଡ଼ିଶା ନବୀନ ଓଡ଼ିଶା ସଂଯୋଜକ ୱାଇ ରାମଚନ୍ଦ୍ର ରାଓ, ବାଘଶାଳା ସରପଞ୍ଚ ଟି. ଭୀମରାଜୁ , ସମିତି ସଭ୍ୟ ଓ ନେତା ମାନେ ଯୋଗ ଦେଇଥିଲେ । ଏହି ଶିବିର ରେ ଡ଼. ତିରୁପତି ପାଣିଗ୍ରାହୀ ଯୋଗଦେଇ ବ୍ୟାଙ୍କିଙ୍ଗ ଭିରିଭୂମିର ବିକାଶ, ପ୍ରାଥମିକ ବିଦ୍ୟାଳୟ ଗୁଡିକର ରୂପାନ୍ତରୀକରଣ, କ୍ରୀଡା ଭିତ୍ତିଭୂମିର ବିକାଶ, ଐତିହ୍ୟ ଭିତ୍ତିଭୂମିର ବିକାଶ, ସୁଗମ ପରିବହନ ବ୍ୟବସ୍ଥା ଏବଂ ପଞ୍ଚାୟତ ସ୍ତରୀୟ ଆମ ଓଡ଼ିଶା ନବୀନ ଓଡ଼ିଶା ଅତି ସୁନ୍ଦର ଭାବେ ଆୟାଜନ କରାଯାଇଥିଲା !

Exit mobile version