ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – କୃପାସିନ୍ଧୁ ମହାନ୍ତି : ଭୁବନେଶ୍ୱର ଲୋୟର ପି ଏମ ଜି ଠାରେ ବିଭିନ୍ନ ସଂଗଠନ ର ଧାରଣା ଏବଂ ବିକ୍ଷୋଭ ! ରାଜଧାନୀ ଭୁବେନେଶ୍ୱର ଲୋୟର ପି ଏମ ଜି ରାସ୍ତାଉପରେ ଓଡିଶା ର ବିଭିନ୍ନ ଜିଲ୍ଲା ରୁ ଆସିଥିବା ବିଭିନ୍ନ ସଂଗଠନ ପକ୍ଷରୁ ସରକାର ଙ୍କ ବିରୁଦ୍ଧରେ ନାରା ବାଜି ସହିତ ଧାରଣା ଦିଆ ଯାଇଛି ! ଏହି ଧାରଣା ରେ ମୈତ୍ରୀ ସଂଘ , ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଙ୍ଘ , ରାଜସ୍ବ ଅତିରିକ୍ତ ଅସୁଲ ପିଅନ ସଙ୍ଘ ଏବଂ ଆହୁରି ଅନେକ ସଂଗଠନ ର ବିକ୍ଷୋଭ ଚାଲିଛି !
ଭୁବନେଶ୍ୱର ଲୋୟର ପି ଏମ ଜି ରେ ବିଭିନ୍ନ ସଂଗଠନ ର ଧାରଣା ଏବଂ ବିକ୍ଷୋଭ !!!

