ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀ ବ୍ଲକ ଅନ୍ତର୍ଗତ ନବଗଠିତ ନୂଆଗାଁ (ଖଜୁରୀପଦା) ଗ୍ରାମ ପଂଚାୟତ କାର୍ଯ୍ୟାଳୟ ଉଦଘାଟିତ ! ଏହି ଗଣତନ୍ତ୍ର ମନ୍ଦିର କୁ ବାଙ୍କୀ ପ୍ରଶାସନ ର ବହୁ ଅଧିକାରୀ , ସରପଂଚ ମମତା ମହାପାତ୍ର , ସମିତି ସଭ୍ୟ ବିଧିତ୍ୟ କୁମାର ସିଂହ, ନାଏବ ସରପଞ୍ଚ ତୃପ୍ତି ରଞ୍ଜନ ପଣ୍ଡା ଏବଂ ସମସ୍ତ ୱାର୍ଡ ମେମ୍ବର ତଥା ପଞ୍ଚାୟତ ବାସୀ ଙ୍କ ଉପସ୍ଥିତିରେ ଉଦଘାଟନ କରାଯାଇଥିଲା !
ଉଦଘାଟିତ ହେଲା ନୂଆଗାଁ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ !!!

