Site icon Awaj Media

ଜଟଣୀରେ ଜିଲ୍ଲା ସ୍ତରୀୟ ଗ୍ଲୋବାଲ୍ ଇଣ୍ଟରନାସନାଲ ଅଲମ୍ପିଆଡ୍ ଅନୁଷ୍ଠିତ !!!

Spread the love

ଜଟଣୀ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଜଟଣୀ ସହର ସ୍ଥିତ ସ୍ୱସ୍ତିଜୋତି ପରିସରରେ କୁର୍ସିଦ୍ ଅଲି ଙ୍କ ନେତ୍ରୁତ୍ୱରେ ଜିଲ୍ଲା ସ୍ତରୀୟ ଗ୍ଲୋବାଲ୍ ଇଣ୍ଟରନାସନାଲ ଅଲମ୍ପିଆଡ୍ ଅନୁଷ୍ଠିତ ହୋଇଯାଇଛି | ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ସ୍କୁଲରୁ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ | ଉକ୍ତ କାର୍ଯ୍ଯରେ ସ୍ୱସ୍ତି ଜୋତିର ଚେୟାରମ୍ଯାନ୍ ଗଙ୍ଗାଧର ବରାଳ, ପ୍ରଧାନ ଶିକ୍ଷୟତ୍ରୀ ରଶ୍ମିତା ମହାପାତ୍ର, ଜସ୍ମିନ୍ ଜସୱାଲ୍ ଯୋଗଦାନ କରିଥିବା ବେଳେ ସୁଶୀଲ ମାହାନା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ | ଛାତ୍ର ଛାତ୍ରୀ ମାନେ ମ୍ଯାଥ ଓ କମ୍ପ୍ଯୁଟର ସାଇନ୍ସ ପରୀକ୍ଷାରେ କୃତକାର୍ଯ୍ଯ ହେବା ପରେ ସେମାନଙ୍କ ମଧ୍ଯରେ ଆନନ୍ଦର ଲହରୀ ଖେଳି ଯାଇଥିଲା !

Exit mobile version