Site icon Awaj Media

ବାଣପୁର ର ସମାଜସେବୀ ମଧୁସୂଦନ ଙ୍କ ସ୍ମୁତି ଚାରଣ ସଭା !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ସାନହନ୍ତୁଆଡ ଗ୍ରାମର ସମାଜସେଵୀ ନିରଞ୍ଜନ ପ୍ରଧାନ ଙ୍କ ପିତା ମଧୁସୂଦନ ପ୍ରଧାନ ଙ୍କ ଦ୍ବାଦଶାହ ଅବସରରେ ଏକ ସ୍ମୁତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା, ପୂର୍ବତନ ବ୍ଳକ ଉପାଧ୍ୟକ୍ଷ ଅଜୟ କୁମାର ରାଉଳ ଯୋଗଦେଇ ସ୍ବର୍ଗତ ମଧୁସୂଦନ ଙ୍କ ଜୀବନୀ ସମ୍ପର୍କ ରେ ବକ୍ତବ୍ୟ ରଖିଥିଲେ । ସ୍ବର୍ଗତ ମଧୁସୂଦନ ଜଣେ ସମାଜସେବୀ , ମିଷ୍ଠଭାସି ଓ ପରୋପକାରୀ ମଣିଷ ଥିଲେ ।।

Exit mobile version