Site icon Awaj Media

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଜଗନ୍ନାଥ ପ୍ରେମୀ ଶ୍ରଦ୍ଧାଳୁ୍ଙ୍କ ନିମନ୍ତେ ଅସ୍ଥାୟୀ ଶିବିର !!!

Spread the love

ବରଗଡ଼ ( ଆୱାଜ ମିଡ଼ିଆ ) – କୃପାସିନ୍ଧୁ ମହାନ୍ତି : ବରଗଡ଼ ଜିଲ୍ଲା ର ବିଭିନ୍ନ ବ୍ଲକ ଓ ଗ୍ରାମପଞ୍ଚାୟତ ସ୍ତର ରୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଦର୍ଶନ ପାଇଁ ଯାଇଥିବା ଜଗନ୍ନାଥ ପ୍ରେମୀ ଶ୍ରଦ୍ଧାଳୁଙ୍କୁ ଖୋର୍ଦ୍ଧା ଜିଲ୍ଲା ଜଟଣୀ ଠାରେ ରାତ୍ରିରେ ବିଶ୍ରାମ ନେବା ଓ ଖାଇବା ସୁବିଧା କରାଯାଇଥିଲା ! ଅଗ୍ନିଶମ ବିଭାଗ, ଡାକ୍ତର ଓ ପୋଲିସ କର୍ମଚାରୀ ମାନେ , ଭକ୍ତ କେମିତି ସୁରକ୍ଷା ରେ ପୁରୀ ଶ୍ରୀମନ୍ଦିର ଜଗନ୍ନାଥ ପ୍ରଭୁଙ୍କର ଦର୍ଶନ କରିବେ ସେ ସମସ୍ତ ସୁବିଧା କରିଥିଲେ l

Exit mobile version