Site icon Awaj Media

ଦାବୀ ପୂରଣ ପାଇଁ ରାଜରାସ୍ତାରେ କୋଭିଡ ଯୋଦ୍ଧା !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ଦାବୀ ପୂରଣ ପାଇଁ ରାଜରାସ୍ତାରେ ଧାରଣାରେ ବସି ରହିଛନ୍ତି କୋଭିଡ ଯୋଦ୍ଧା । କରୋନା ମହାମାରୀ ସମୟରେ ସରକାର ଯେଉଁ ସ୍ବାସ୍ଥ୍ୟ କର୍ମୀ ମାନଙ୍କୁ ଅସ୍ଥାୟୀ ଭାବରେ ନିଯୁକ୍ତି ଦେଇ ଭୟଙ୍କର ମହାମାରୀ କୁ ନିୟନ୍ତ୍ରଣକୁ ଆଣିବା ସହିତ ରାଜ୍ୟ ବାସୀଙ୍କୁ ସେବା ଯୋଗାଇ ଦେବାରେ ସଫଳ ହୋଇଥିଲେ ସେହି ସ୍ବାସ୍ଥ୍ୟ କର୍ମୀ ମାନେ ସ୍ଥାୟୀ ନିଯୁକ୍ତି ଦାବୀ କରି ଆଜି ରାଜ ରାସ୍ତାରେ। ସୂଚନା ଯୋଗ୍ୟ କୋଭିଡ -୧୯ ପରଠାରୁ ଆଜିକୁ ମିଶାଇ ୧୧ ଥର ଲୋୟର ପିଏମଜିର ଗାନ୍ଧୀମାର୍ଗରେ ଧାରଣା ଦେଇଥିବା ବେଳେ ଆଜିକୁ ଚାରି ଦିନ ହେବ ଧାରଣାରେ ବସିବା ସହ ରାଜ୍ୟ ସରକାରଙ୍କ ନିକଟରେ କିଛି ଦାବୀ ରଖିଛନ୍ତି ।

Exit mobile version