Site icon Awaj Media

ବାଣପୁର ପଞ୍ଚୁଦୋଳ ଯାତ୍ରା କମିଟି ର ପ୍ରଥମ ସାଧାରଣ ବୈଠକ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ର ଐତିହାସିକ ପଞ୍ଚୁଦୋଳ ଯାତ୍ରା ନିମନ୍ତେ ଚଳିତ ବର୍ଷ ଯାତ୍ରା କମିଟି ତରଫରୁ ମଙ୍ଗଳବାର ପ୍ରଥମ ସାଧାରଣ ବୈଠକ ପଲଟଣ ପଡିଆ ସ୍ତିତ ଛାୟାମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଯାଇଛି । ପଞ୍ଚୁଦୋଳ ଯାତ୍ରା କମିଟି ସଭାପତି ଙ୍କ ଅନୁପସ୍ଥିତ ରେ କମିଟି ଉପସଭାପତି ବୀରଭଦ୍ର କାଣ୍ଡି ଙ୍କ ସଭାପତିତ୍ଵ ବୈଠକ ଅନୁଷ୍ଟିତ ହୋଇଥିଲା । ଉକ୍ତ ବୈଠକରେ ଉପସ୍ଥିତ ଥିବା ଯାତ୍ରା କମିଟି ର ସମସ୍ତ ସଭ୍ୟ ଓ ପଞ୍ଚୁଦୋଳ ଯାତ୍ରାକୁ ନିମନ୍ତ୍ରଣ କ୍ରମେ ଆସୁଥିବା ସମସ୍ତ ଦେବା ଦେବୀଙ୍କ ଗ୍ରାମର ମନ୍ଦୀର ଟ୍ରଷ୍ଟି ବୋଡ ସମସ୍ତ ସଭ୍ୟ ମନଙ୍କ ଉପସ୍ଥିତି ରେ ପଞ୍ଚୁଦୋଳ ଯାତ୍ରା କମିଟି ରେ କାର୍ଯ୍ୟକର୍ତ୍ତା ମାନଙ୍କ କାର୍ଯ୍ୟକାଳ ଅବଧି ସରି ଯାଇଥିବା ବେଳେ ପୁରାତନ କମିଟି ଭଙ୍ଗା ଯାଇ ନୃତନ କମିଟି ଓ କାର୍ଯ୍ୟକର୍ତ୍ତା ଆଗାମୀ ସାଧାରଣ ବୈଠକ ଚୟନ କରାଯିବା ପାଇଁ ନିଷ୍ପତି ନିଆଗଲା ।।

Exit mobile version