Site icon Awaj Media

କାନାପାଲି ଗ୍ରାମରେ ମହାଶିବରାତ୍ରୀ ଉପଲକ୍ଷେ ଅଷ୍ଟପ୍ରହରୀ ନାମ ଯଜ୍ଞ !!!

Spread the love

ବରଗଡ ( ଆୱାଜ ମିଡ଼ିଆ ) – କୃପାସିନ୍ଧୁ ମହାନ୍ତି : ବରଗଡ ଜିଲ୍ଲା ସୋହେଲା ବ୍ଲକ ଅନ୍ତର୍ଗତ କାନାପାଲି ଗ୍ରାମ ରେ ମହଶିବରାତ୍ରି ଉପଲକ୍ଷେ ଅଷ୍ଟପ୍ରହରୀ ନାମ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି ! ଏହି କାର୍ଯ୍ୟକ୍ରମ ରେ ବିଜେଡି ଯୁବ ନେତା ତଥା ସମାଜସେବୀ ସୁବ୍ରତ ସିଂ ମୁଖ୍ୟ ଅତିଥି ରୂପେ ଏବଂ ସମ୍ମାନୀୟ ଅତିଥି ରୂପେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ସୁବ୍ରତ ବେହେରା ଯୋଗ ଦେଇଥିଲେ ! କାର୍ଯ୍ୟକ୍ରମ ରେ ଗ୍ରାମ ର ଭଦ୍ରବ୍ୟକ୍ତି ଏବଂ ଆଖପାଖ ଅଂଚଳ ର ଅନେକ ଜନସାଧାରଣ ଯୋଗ ଦେଇଥିଲେ !

Exit mobile version