Site icon Awaj Media

ACC ସିମେଣ୍ଟ କମ୍ପାନୀ ଅଧିକାରୀଙ୍କ ବିରୋଧରେ ନାରାବାଜି କଲେ ଶ୍ରମିକ !!!

Spread the love

ବରଗଡ଼ ( ଆୱାଜ ମିଡ଼ିଆ ) – କୃପାସିନ୍ଧୁ ମହାନ୍ତି : ବରଗଡ ଜିଲ୍ଲା ଡୁଙ୍ଗରି ମାଇନ୍ସ ର ଶ୍ରମିକ ମାନେ ବରଗଡ ଜିଲ୍ଲାପାଳ ଙ୍କ ଅଫିସ ରେ ବିକ୍ଷୋଭ କରି ACC ସିମେଣ୍ଟ ର ଅଧିକାରୀ ମାନଙ୍କ ବିରୋଧ ରେ ନାରା ବାଜି କରିଛନ୍ତି ! ଏହି ସିମେଣ୍ଟ କମ୍ପାନୀ କୁ ଚଳାଉଥିବା ଆଦାନୀ ଗ୍ରୁପ ବିରୁଦ୍ଧରେ ମଧ୍ୟ ନାରା ବାଜି କରିଛନ୍ତି ଶ୍ରମିକ ! ଆଦାନୀ ଗ୍ରୁପ ଶ୍ରମିକ ମାନଙ୍କ କାର୍ଯ୍ୟ କୁ 26 ଦିନ ପରିବର୍ତ୍ତେ 13 ଦିନ କରିଦେଇଛି ଓ ବିଭିନ୍ନ ପ୍ରକାର ରେ ଏମାନଙ୍କୁ ହଇରାଣ କରି ପୋଲିସ ଓ ପ୍ରଶାସନ କୁ ହାତ ରେ ରଖି ଅତ୍ୟାଚାର କରୁଛି ବୋଲି ଅଭିଯୋଗ କରି ଜିଲ୍ଲପାଳ ଙ୍କ ଦ୍ୱାରସ୍ତ ହୋଇଛନ୍ତି !

Exit mobile version