Site icon Awaj Media

ସୋହେଲା ବ୍ଲକ କୁ ଏନଏସି ଘୋଷଣା ପରେ ଧନ୍ୟବାଦ ଦେଲେ ଅଞ୍ଚଳବାସୀ !!!

Spread the love

ବରଗଡ ( ଆୱାଜ ମିଡ଼ିଆ ) – କୃପାସିନ୍ଧୁ ମହାନ୍ତି : ବରଗଡ ଜିଲ୍ଲା ସୋହେଲା ବ୍ଲକ କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନଏସି ଘୋଷଣା କରିବା ପରେ ଧନ୍ୟବାଦ ଦେଇଛନ୍ତି ସୋହେଲା ର ଜନ ସାଧାରଣ ! ମାନ୍ୟବର ଭଟଲି ବିଧାୟକ ସୁଶାନ୍ତ ସିଂ ଙ୍କୁ ଭେଟି କୃତଜ୍ଞତା ମଧ୍ୟ ଜଣାଇଛନ୍ତି ! ସୋହେଲା ଦୁର୍ଗାପୂଜା କମିଟି ର ସଭାପତି ଓ ସଦସ୍ୟ ମାନେ ମଧ୍ୟ ଶ୍ରୀ ସିଂ ଙ୍କୁ ତାଙ୍କ ବାସ ଭବନ ରେ ସାକ୍ଷାତ କରି କୃତଜ୍ଞତା ଓ ଅଭିନନ୍ଦନ ଜଣାଇଛନ୍ତି !

Exit mobile version