Site icon Awaj Media

ବରଗଡ଼ ପାଇଁ ବିଜେଡି ର ଗେମପ୍ଲାନ !!!

Spread the love

ବରଗଡ଼ ( ଆୱାଜ ମିଡ଼ିଆ ) – କୃପାସିନ୍ଧୁ ମହାନ୍ତି : ପ୍ରସ୍ତୁତ ହେଲା ବରଗଡ଼ ପାଇଁ ବିଜେଡି ର ଗେମପ୍ଲାନ ! ଭୁବନେଶ୍ୱର ଶଙ୍ଖ ଭବନ ଠାରେ ବିଧାୟକ ଶ୍ରୀ ସୁଶାନ୍ତ ସିଂ ଏବଂ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ଙ୍କ ଉପସ୍ଥିତିରେ ବିଜୁ ଜନତା ଦଳ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଙ୍କ ସହିତ ସୌଜନ୍ୟମୂଳକ ସାକ୍ଷାତରି ଆଗାମୀ ନିର୍ବାଚନ ପାଇଁ ଆଲୋଚନା କରିଥିଲେ ! ଅନ୍ୟ ମାନଙ୍କ ମଧ୍ୟରେ ସମାଜସେବୀ ସତ୍ୟନାରାୟଣ ପ୍ରଧାନ, ଭଟଲି ବ୍ଲକ ବିଜୁ ଜନତା ଦଳ ସଭାପତି ଗୋବିନ୍ଦ ପ୍ରଧାନ, ଭଟଲି ବ୍ଲକ ବିଜୁ ଯୁବ ଜନତା ଦଳ ସଭାପତି ମଦନ ସାହୁ, ନୂଆଗଡ ସରପଞ୍ଚ ଦୁର୍ବାସା ପଧାନ, ହିମାଂଶୁ ପଣ୍ଡା, ନିହାର କାନ୍ତ ଦାଶ ଉପସ୍ଥିତ ଥିଲେ ।

Exit mobile version