ଡ୍ରଗ୍ସ ଅଧିକାରୀଙ୍କ ଦ୍ବାରା କଲେଜ୍ ଛକ ରଙ୍ଗ ଦୋକାନରେ ଯାଞ୍ଚ !!! Awaj Media 2 years ago Spread the loveକଟକ ( ଆୱାଜ ମିଡ଼ିଆ ) – ଦିଲ୍ଲୀପ ପତି : ଆଗକୁ ଆସୁଛି ହୋଲି , କଟକ ସହରରେ ଖୋଲିଛି ରଙ୍ଗର ପସରା ! କଟକ ମହାନଗର ନିଗମ , ମାଲଗୋଦାମ ପୁଲିସ ଓ ଡ୍ରଗ୍ସ ଅଧିକାରୀଙ୍କ ଦ୍ବାରା କଲେଜଜ୍ ଛକ ଅଞ୍ଚଳର ରଙ୍ଗ ଦୋକାନରେ ଯାଞ୍ଚ କରାଯାଇଛି ।