Site icon Awaj Media

ଖୁଣ୍ଟପାଲି ଗ୍ରାମ ରେ କଳସ ଯାତ୍ରା !!!

Spread the love

ବରଗଡ଼ ( ଆୱାଜ ମିଡ଼ିଆ ) – କୃପାସିନ୍ଧୁ ମହାନ୍ତି : ବରଗଡ ଜିଲ୍ଲା ଗାଇସିଲେଟ ବ୍ଲକ ଅନ୍ତର୍ଗତ ଖୁଣ୍ଟପାଲି ଗ୍ରାମ ରେ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି ! ଶ୍ରୀ ଜଗନ୍ନାଥ ଙ୍କ ମନ୍ଦିର ପ୍ରତିଷ୍ଠା ପାଇଁ ପୂଜା କାର୍ଯ୍ୟ ନିମନ୍ତେ ଶ୍ରଦ୍ଧାଳୁ ମାନେ କଳସ ଆଣିଥିଲେ !

Exit mobile version