Site icon Awaj Media

ସୋହେଲା ବ୍ଲକ ଟାଣ୍ଡୋଲ ଗ୍ରାମ ରେ ଅଷ୍ଟ ପ୍ରହରୀ ନାମଯଜ୍ଞ ଓ ଭାଗବତ ପାରାୟଣ ଅନୁଷ୍ଠିତ !!!

Spread the love

ବରଗଡ ( ଆୱାଜ ମିଡ଼ିଆ ) – କୃପାସିନ୍ଧୁ ମହାନ୍ତି : ବରଗଡ ଜିଲ୍ଲା ସୋହେଲା ବ୍ଲକ ର ଟାଣ୍ଡୋଲ ଗ୍ରାମ ରେ ଅଷ୍ଟ ପ୍ରହରୀ ନାମଯଜ୍ଞ ଓ ଭାଗବତ ପାରାୟଣ ଅନୁଷ୍ଠିତ ହୋଇଯାଇଛି ! ଏହି କାର୍ଯ୍ୟକ୍ରମ ରେ ସମସ୍ତ ଗ୍ରାମବାସୀ ଯୋଗ ଦେଇଥିଲେ ଓ ଶେଷରେ ପ୍ରସାଦ ସେବନ କରିଥିଲେ ! ଏତେ ତାପମାତ୍ରା ସତ୍ୱେ ଭକ୍ତ ମାନେ ଭଗବାନ ଙ୍କ ଭକ୍ତି ରେ ବିଭୋର ଥିବା ଦେଖିବାକୁ ମିଳିଥିଲା !

Exit mobile version