Site icon Awaj Media

ଜନତା ଦରବାର ପାର୍ଟି ତରଫରୁ ଚିଲିକାରୁ ଲଢ଼ିବେ ଯୁବ ସାମ୍ବାଦିକ ସେକ କୌଶର !!!

Spread the love

ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବିଧାନସଭା ଆସନ ଚିଲିକା ପାଇଁ ଯୁବ ସାମ୍ବାଦିକ ସେକ କୌଶର ଙ୍କୁ ପ୍ରାର୍ଥୀ କରିଛି ଜନତା ଦରବାର ପାର୍ଟି । କୌଶର ଜନତା ଦରବାର ପାର୍ଟି ରାଜ୍ୟ ସଭାପତି ଙ୍କୁ କୁତଜ୍ଞତା ଜଣାଇଛନ୍ତି । ଲୋକଙ୍କ ସମସ୍ୟା ର ସମାଧାନ ସହ ରାସ୍ତା, ଶିକ୍ଷା ଓ ସ୍ୱାସ୍ଥ୍ୟ ଵେବସ୍ତା ମଦ ବନ୍ଦ ଲୋକଙ୍କ ଚିଟଫଣ୍ଡ ପଇସା ଫେରସ୍ତ ହବ କହିଛନ୍ତି ଏଥି ସହିତ ଚିଲିକା ନିର୍ବାଚନ ମଣ୍ଡଳୀର ପ୍ରତେକ ଭୋଟର ଙ୍କ ପାଖକୁ ଯିବେ ଏବଂ ଆପଣଙ୍କର ସୁଖ ଦୁଃଖର ସାଥି ସେକ କୌସର ଙ୍କୁ ହକି ବଲ ଚିହ୍ନରେ ଭୋଟ ଦେଇ ଜନତା ଦରବାର ପାର୍ଟ କୁ ସୁଦୁଢ କରିବା ପାଇଁ ଗଣମାଧ୍ୟ୍ୟମ ଜରିଆରେ ନିବେଦନ କରିଛନ୍ତି l

Exit mobile version