Site icon Awaj Media

ପଦ୍ମପୁର ଜିଲ୍ଲା ଉପରେ ମନ୍ତବ୍ୟ କୁ ବିରୋଧ !!!

Spread the love

ବରଗଡ଼ ( ଆୱାଜ ମିଡ଼ିଆ ) – କୃପାସିନ୍ଧୁ ମହାନ୍ତି : ବରଗଡ ଜିଲ୍ଲା ପଦ୍ମପୁର ସହର ସମେତ ଆଖ ପାଖ ଗ୍ରାମାଞ୍ଚଳ ରେ ମଧ୍ୟ ମନ୍ତ୍ରୀ ଟୁକୁନି ସାହୁ ଙ୍କ ପଦ୍ମପୁର ଜିଲ୍ଲା ମାନ୍ୟତା ଉପରେ କଟୁ ମନ୍ତବ୍ୟ କୁ ଜୋରଦାର ବିରୋଧ ପ୍ରଦର୍ଶନ କରାଯାଇଛି ! ସେହିପରି ପଦ୍ମପୁର ବ୍ଲକ ଅନ୍ତର୍ଗତ ମହୁଲପାଲି ଗ୍ରାମପଞ୍ଚାୟତ ର ଜନସାଧାରଣ ଏହାକୁ ତୀବ୍ର ବିରୋଧ କରି ମୁଖ୍ୟମନ୍ତ୍ରୀ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ !

Exit mobile version