ବରଗଡ଼ ( ଆୱାଜ ମିଡ଼ିଆ ) – କୃପାସିନ୍ଧୁ ମହାନ୍ତି : ବରଗଡ ଜିଲ୍ଲା ପଦ୍ମପୁର ନିର୍ବାଚନ ମଣ୍ଡଳୀ ର ଆମ ଆଦମୀ ପ୍ରାର୍ଥୀ ବାଲ୍ମୀକି ନାଏକ ଙ୍କ ଜୋରଦାର ପ୍ରଚାର ! ଗୋଠଗୁଡା ପଂଚାୟତ ର ସରପଞ୍ଚ ପ୍ରିତମ ନାଏକ ତାଙ୍କ ସମର୍ଥକ ମାନଙ୍କ ସହ କନ୍ଦାଡାଙ୍ଗର , ବିଜାଢୋଲ. କୁଶମଧାରା , ଚରିନଳୀ , ଲାଉଡ଼ିଦ୍ଧରଲ , ସାରଗୁଲ ଚଣ୍ଡୀଭଟା ଇତ୍ୟାଦି ଗ୍ରାମ ରେ ଘର କୁ ଘର ଯାଇ ଭୋଟ ଭିକ୍ଷା କରିଛନ୍ତି !
ପଦ୍ମପୁର ନିର୍ବାଚନ ମଣ୍ଡଳୀ ରେ ଆମ ଆଦମୀ ପ୍ରାର୍ଥୀଙ୍କର ଜୋରଦାର ପ୍ରଚାର !!!

