କଳାପଥର ( ଆୱାଜ ମିଡ଼ିଆ ) – ଗଙ୍ଗାଧର ସାହୁ : କଟକ ଜିଲ୍ଲା ବାଙ୍କୀ ନିର୍ବାଚନ ମଣ୍ଡଳୀ ପାଇଁ ଏନଏପି ରୁ ନିଜର ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ବାଙ୍କୀର ଅଧିଷ୍ଠାତ୍ରୀ ଦେବୀ ମା ଚର୍ଚ୍ଚିକାଙ୍କ ଦର୍ଶନ ପରେ ନିଜ ସମର୍ଥକ ମାନଙ୍କୁ ନେଇ ବାଙ୍କୀ ଉପ ଜିଲ୍ଲାପାଳ ଙ୍କ ନିକଟରେ ନିଜର ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ପ୍ରାର୍ଥୀ ପତ୍ର ଦାଖଲ ପରେ ୩୦ ବର୍ଷ ଧରି ବାଙ୍କୀ ରେ ହୋଇଥିବା ଦୁର୍ନୀତି ନେଇ ବର୍ଷିଲେ ସୁବାସ ଚନ୍ଦ୍ର ରାଉତ !
ବାଙ୍କୀ ରେ ଏନଏପି ରୁ ପ୍ରାର୍ଥୀ ପତ୍ର ଦାଖଲ କଲେ ସୁବାସ ଚନ୍ଦ୍ର ରାଉତ !!!

