ବାରଙ୍ଗ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ସୁଶାନ୍ତ ରାଉତ ଙ୍କ ଜନପ୍ରିୟତା ଆଗରେ ଫିକା ପଡ଼ିଲା ବିରୋଧୀଙ୍କ ଆକ୍ଷେପ । ଉତ୍ତର ଭୁବନେଶ୍ୱର ର ପୂର୍ବତନ ବିଧାୟକ ତଥା ଏବେର ବିଜେପି ବିଧାୟକ ପ୍ରାର୍ଥୀ ପ୍ରିୟଦର୍ଶୀ ମିଶ୍ର ଗଣମାଧ୍ୟମକୁ ଦେଇଥିବା ବୟାନ କୁ ତୀବ୍ର ବିରୋଧ କରିଛନ୍ତି ସ୍ଥାନୀୟ ବାସିନ୍ଦା । ଏକ ପଞ୍ଜୀକୃତ ସଂସ୍ଥା ନାମରେ ଥିବା ଜମି କୁ ଆଇନ ଅନୁଯାୟୀ ହସ୍ତାନ୍ତର ଘଟଣାକୁ ନେଇ ଆକ୍ଷେପ କରିଥିଲେ ପ୍ରିୟଦର୍ଶୀ ମିଶ୍ର । ଯାହାକୁ ନେଇ ଉକ୍ତ ସଂସ୍ଥାର ବରିଷ୍ଠ କର୍ମକର୍ତ୍ତା ଦେଇଛନ୍ତି ସ୍ପଷ୍ଟୀକରଣ । ଦିନକୁ ଦିନ ଜମୁଛି ମାହୋଲ୍, ଭୋଟର ଏବେ ବିଜେଡି ମୁଂହା। ଏପରି ସ୍ଥିତିରେ ଜର ଦାଉରେ ବିଜେପି ନେତା ତାଟିଆ କାମୁଡୁଛନ୍ତି ବୋଲି କଟାକ୍ଷ କରିଛନ୍ତି ଲୋକେ ।
ସୁଶାନ୍ତ ରାଉତ ଙ୍କ ଜନପ୍ରିୟତା ଆଗରେ ଫିକା ପଡ଼ିଲା ବିରୋଧୀଙ୍କ ଆକ୍ଷେପ !!!

