Site icon Awaj Media

ପ୍ରକାଶ ପାଇଲା ଆମ ଆଦମୀ ପାର୍ଟିର ନିର୍ବାଚନ ଇସ୍ତାହାର !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଶାଶ୍ଵତୀ ନାୟକ : ନିର୍ବାଚନ କୁ ବେଶ ସଜାଗ ହୋଇ ଉଠିଛି ଆମ୍ ଆଦମୀ ପାର୍ଟି ଓଡିଶା ଶାଖା। ଦଳୀୟ ଶୀର୍ଷ ନେତାଙ୍କ ଅନୁମୋଦନ କ୍ରମେ ରାଜ୍ୟ ପାଇଁ ନିର୍ବାଚନ ଇସ୍ତାହାର ପ୍ରକାଶ ପାଇଛି । ରାଜ୍ୟ କାର୍ଯ୍ୟାଳୟରେ ଓଡ଼ିଶା ମୁଖ୍ୟ ନିଶିକାନ୍ତ ମହାପାତ୍ର , ଉତ୍ତର ବିଧାୟକ ପ୍ରାର୍ଥୀ , ଭୁବନେଶ୍ଵର ମଧ୍ୟ ବିଧାୟକ ପ୍ରାର୍ଥୀ ଏବଂ ଜୟଦେବ ବିଧାୟକ ପ୍ରାର୍ଥୀଙ୍କ ଉପସ୍ଥିତିରେ ନିର୍ବାଚନୀ ଇସ୍ତାହାର ସାର୍ବଜନୀନ ହୋଇଥିଲା ।

Exit mobile version