Site icon Awaj Media

ପାରଳାଖେମୁଣ୍ଡିରେ ବିଜେଡି ର ଜୋରଦାର ପ୍ରଚାର !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପାରଳାଖେମୁଣ୍ଡିରେ ବିଜେଡି ର ଜୋରଦାର ପ୍ରଚାର ! ବିପୁଳ ସଂଖ୍ୟାରେ ଶଙ୍ଖ ଚିହ୍ନରେ ଭୋଟ୍‌ ଦେବା ପାଇଁ ପାରଳାଖେମୁଣ୍ଡି ବିଧାୟକ ପ୍ରାର୍ଥୀ ଇଂ.ରୂପେଶ ପାଣିଗ୍ରାହୀ ଙ୍କ ଆହ୍ୱାନ ! ବରିଷ୍ଠ ବିଜେଡି କର୍ମୀ ଓ ବିଜୁ ପ୍ରେମୀ ମାନଙ୍କୁ ନେଇ ଏକ ବିରାଟ ବାଇକ ଶୋଭାଯାତ୍ରା ହୋଇଯାଇଛି । ଏହି ଶୋଭାଯାତ୍ରା କାଶିନଗର ବ୍ଲକ ରାମସାଗର ଛକ ଠାରୁ ଆରମ୍ଭ ହୋଇ କଣ୍ଟରାଗଡ଼ା, ଗୁରାଣ୍ଡି, ଗୋଷାଣୀ ଛକ ଦେଇ ଲାବଣ୍ୟଗଡ ପର୍ଯ୍ୟନ୍ତ ଯାଇଥିଲା । ଏଥିରେ ହଜାର ହଜାର ଲୋକଙ୍କ ସହିତ ତେଲଗୁ ସିନେ ତାରକା ସୁମନ ତଲୱାର ଆକର୍ଷଣ ସାଜିଥିଲେ ।

Exit mobile version