ଅରବିନ୍ଦ କେଜରିୱାଲ ଙ୍କୁ ମିଳିଲା ଜାମିନ !!! Awaj Media 2 years ago Spread the loveଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ଶେଷରେ ଅରବିନ୍ଦ କେଜରିୱାଲ ଙ୍କୁ ମିଳିଲା ଜାମିନ ! ଧରିବେ ଦଳର ପ୍ରଚାର ମଙ୍ଗ ! ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ମାନ୍ୟବର ଅଦାଲତ ଅନ୍ତରୀଣ ଜାମିନ ଦେବା ପରେ ଓଡିଶା ଆମ ଆଦମୀ ପାର୍ଟି କାର୍ଯ୍ୟାଳୟରେ ଖେଳିଯାଇଛି ଖୁସିର ମାହୋଲ !