ଯମଳା ଗ୍ରାମପଞ୍ଚାୟତ ରେ ବିଜେଡି କାର୍ଯ୍ୟାଳୟ ଉଦଘାଟିତ !!!

Spread the love

ବରଗଡ଼ ( ଆୱାଜ ମିଡ଼ିଆ ) – କୃପାସିନ୍ଧୁ ମହାନ୍ତି : ଉଦଘାଟିତ ହେଲା ବିଜେଡି କାର୍ଯ୍ୟାଳୟ ! ବରଗଡ ଜିଲ୍ଲା ପଦ୍ମପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଯମଳା ଗ୍ରାମପଞ୍ଚାୟତ ରେ ବିଜେଡି କାର୍ଯ୍ୟାଳୟ ଉଦଘାଟିତ ହୋଇଛି ! ଯୁବ ନେତା ଭୋଜରାଜ ସିଂ ବରିହା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ , କୁଦପାଲି ଗୌନ୍ତିଆ , ଭୋଜରାଜ ସାହୁ, ଯମଳା ଗୌନ୍ତିଆ , କୃଷ୍ଣ ଭୋଇ ପ୍ରମୂଖ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ ! ସଭା ରେ ଶ୍ରୀ ବରିହା ପଦ୍ମପୁର ନିର୍ବାଚନ ମଣ୍ଡଳୀ ର ବିଧାୟକା ପ୍ରାର୍ଥୀନୀ ବର୍ଷା ସିଂ ବରିହା ଓ ବରଗଡ ଲୋକସଭା ବିଜେଡି ପ୍ରାର୍ଥୀନୀ ଶ୍ରୀମତୀ ପରିନୀତା ମିଶ୍ର ଙ୍କୁ ଶଙ୍ଖ ଚି଼ହ୍ନ ରେ ଭୋଟ ଦେବା ପାଇଁ ସମସ୍ତ ଙ୍କୁ ଅନୁରୋଧ କରିଥିଲେ !

Leave a Reply

Your email address will not be published. Required fields are marked *