ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ବହୁ ଆଗରୁ ପ୍ରଚଳିତ ହୋଇ ଆସୁଥିବା ମା’ ଠାକୁରାଣୀ ପର୍ବ ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତଗର୍ତ ବଡ଼ସାହି ସ୍ଥିତ ଭୁସକିଡ଼ି ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି । ପାରଳାଖେମୁଣ୍ଡି ବିଜେଡି ବିଧାୟକ ପ୍ରାର୍ଥୀ ତଥା ଓଡ଼ିଶା ଯୁବ ବିଜେଡି ଉପସଭାପତି ଇଂ ରୂପେଶ ପାଣିଗ୍ରାହୀ ଓ ତାଙ୍କ ସହିତ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି. ତିରୁପତି ରାଓ, ପୂର୍ବତନ ବିଧାୟକ କେ. ସୁର୍ଯ୍ୟା ରାଓ, ଗୋଷାଣୀ ବ୍ଲକ ଅଧ୍ୟକ୍ଷ ଏନ୍. ଭିର୍. ରାଜୁ, ବ୍ଲକ ସଭାପତି ଏସ୍.ଗଜପତି ରାଓ, ଯୁବ ସଭାପତି ଏସ. ଲିଙ୍ଗରାଜୁ, ଜିଲ୍ଲା ପରିଷଦ ସଦସ୍ୟ ଏସ୍. ବାଲାରାଜୁଙ୍କ ସମେତ ସରପଞ୍ଚ ଓ ସମିତି ସଭ୍ୟମାନେ ଏହି ଠାକୁରାଣୀ ପର୍ବରେ ଯୋଗଦେଇ ମାଙ୍କ ଆଶୀର୍ବାଦ ନେଇଥିଲେ !
ଭୁସକୁଡି ରେ ଠାକୁରାଣୀ ପର୍ବ ଅନୁଷ୍ଠିତ !!!

