ଅବସ୍ଥା କଣ ହେଲାଣି : ହେଲେ କପି ପେଷ୍ଟ ଫର୍ମୁଲା ଚାଲିଛି !!! Awaj Media 2 years ago Spread the loveଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଶୁଭ୍ରାଂଶୁ ଶୁଭମୟ ମହାନ୍ତି : 2024 ସାଧାରଣ ନିର୍ବାଚନ ଫଳାଫଳକୁ ନେଇ ଆସିଥିଲା ଅନେକ ଆକଳନ ! ହେଲେ ଓଡ଼ିଶାରେ ଫଳାଫଳ ଏମିତି ହେବେ ବୋଲି କେହି କେବେ କଳ୍ପନା କରିନଥିଲେ !