Site icon Awaj Media

ଦକ୍ଷିଣ ଓଡ଼ିଶାରେ ବିଜୁ ଜନତା ଦଳର ଏକ ମାତ୍ର ବିଧାୟକ ଭାବେ ରୂପେଶ ପାଣିଗ୍ରାହୀ ନିର୍ବାଚିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଦକ୍ଷିଣ ଓଡ଼ିଶାରେ ବିଜୁ ଜନତା ଦଳର ଏକ ମାତ୍ର ବିଧାୟକ ଭାବେ ରୂପେଶ ପାଣିଗ୍ରାହୀ ନିର୍ବାଚିତ ! ଅଞ୍ଚଳ ବାସୀ ଙ୍କ ସହ ଜିଲ୍ଲା ବିଜେଡି ସଭାପତି ତାଙ୍କୁ ସ୍ବାଗତ ଜଣାଇଥିଲେ । ବିଜେଡି ର ବରିଷ୍ଠ ନେତା ମାନେ ଡଃ ତିରୁପତି ପାଣିଗ୍ରାହୀ, ଜିଲ୍ଲା ବିଜେଡି ପୂର୍ବତନ ସଭାପତି ପ୍ରଦୀପ ନାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି .ତିରୁପତି ରାଓ ଉପସ୍ଥିତ ଥିଲେ । ତତ୍ ସଙ୍ଗେ ବିଜେଡି ଦଳ ର ନେତୃତ୍ୱ ଧାରି ମାନଙ୍କୁ ନେଇ ଗଠିତ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଥିଲା ।

Exit mobile version