Site icon Awaj Media

ଚଉକିରେ କୁଣ୍ଡଳୀ ମାରି ବସିଥିବା IPS ବାବୁ ମାନଙ୍କ ଭବିଷ୍ୟତ ନେଇ ପ୍ରଶ୍ନ ???

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଶୁଭ୍ରାଂଶୁ ଶୁଭମୟ ମହାନ୍ତି : IAS ଅଫିସରଙ୍କ ପରି ବର୍ଷ ବର୍ଷ ଧରି ଗାଦି ମାଡ଼ି ବସିଥିଲେ ବହୁ IPS ବାବୁ। ଆଉ ବିଜେଡି ଏଜେଣ୍ଟ ସାଜି କାମ କରୁଥିଲେ। ନବୀନ ପଟ୍ଟନାୟକଙ୍କ ସରକାରଙ୍କ ହାତବାରିସି ସାଜିଥିଲେ। ୨୪ ବର୍ଷ ସରକାର ପତ୍ତନ ପରେ ଏବେ ରାଜ୍ୟରେ ନୂଆ ବିଜେପି ସରକାର କ୍ଷମତାକୁ ଆସିଛି। ତେବେ ଚର୍ଚ୍ଚା ହେଉଛି, ବିଜେଡି ସରକାର ଅମଳର ଗାଦି ମଡ଼ା ଆଇପିଏସ୍ ବାବୁଙ୍କର ଭବିଷ୍ୟତ କ’ଣ ହେବ ?

Exit mobile version