ପ୍ରଦୀପ ବଳସାମନ୍ତ ଙ୍କୁ ମିଳିଲା ସମବାୟ, ହସ୍ତତନ୍ତ , ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗ !!! Awaj Media 2 years ago Spread the loveଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ବିଧାୟକ ପ୍ରଦୀପ ବଳସାମନ୍ତ ଙ୍କୁ ମିଳିଲା ସମବାୟ, ହସ୍ତତନ୍ତ , ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗ ! ଦାୟିତ୍ଵ ମିଳିବା ପରେ ମନ୍ତ୍ରୀ ପ୍ରଦୀପବଳ ସାମନ୍ତ ଦେଲେ ନିଜର ପ୍ରତିକିୟା !