Site icon Awaj Media

ବଜ୍ରାଘାତ ରେ ବିଏମସି ରକ୍ତ କେନ୍ଦ୍ର କର୍ମଚାରୀ ମୃତ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ଭୁବନେଶ୍ୱର ମହାନଗର ନିଗମ ରକ୍ତ କେନ୍ଦ୍ର କର୍ମଚାରୀ କୈବଲ୍ୟ ପ୍ରଧାନ ଅପରାହ୍ନ ସମୟରେ ବଜ୍ରାଘାତରେ ମୃତ୍ୟୁ ବରଣ କରିଛନ୍ତି ! ଆସନ୍ତା କାଲି ରକ୍ତଦାନ ଶିବିର ଆୟୋଜନ ପାଇଁ କଂଗ୍ରେସ ଭବନ ଯାଉଥିଲେ , ରାସ୍ତାରେ ଘଡଘଡି ରେ କୈବଲ୍ୟ ପ୍ରଧାନ ଙ୍କ ମୃତ୍ୟୁ ଘଟିଛି । ମୃତ ଦେହକୁ କ୍ୟାପିଟାଲ ହସ୍ପିଟାଲରେ ଶବ ବ୍ୟବଚ୍ଛଦ ଗୃହରେ ରଖା ଯାଇଛି !

Exit mobile version