Site icon Awaj Media

ପୂର୍ବତନ ବିଧାୟକ ଙ୍କ ମାତୃ ବିୟୋଗ !!!

Spread the love

ବରଗଡ ( ଆୱାଜ ମିଡ଼ିଆ ) – କୃପାସିନ୍ଧୁ ମହାନ୍ତି : ପଦ୍ମପୁର ନିର୍ବାଚନ ମଣ୍ଡଳୀ ର ପୂର୍ବତନ ବିଧାୟକ ଶ୍ରୀ ସତ୍ୟଭୂଷଣ ସାହୁଙ୍କ ମା ଶ୍ରୀମତୀ ସୁଶିଳା ଦେବୀ ସାହୁ ଙ୍କର ଗତକାଲି ରାତି ୧୦ ଟା ୩୦ ମିନିଟ ସମୟରେ ୯୦ ବର୍ଷ ବୟସରେ ମାଣ୍ଡୋସିଲ ସ୍ଥିତ ବାସଭବନ ରେ ପରଲୋକ ଘଟିଛି । ଆଜି ସକାଳ ୯ ଘଣ୍ଟା ସମୟରେ ସ୍ଥାନୀୟ ସ୍ମଶାନରେ ଶେଷକୃତ ସମ୍ପନ୍ନ ହୋଇଥିଲା !

Exit mobile version