Site icon Awaj Media

ଭିନ୍ନ ଏକ ଆଦର୍ଶ ଗୁରୁକୂଳ : ନାଇସ୍ ଇନଷ୍ଟିଚ୍ୟୁଟ !!!

Spread the love

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : ଆମ ବିକଶିତ ମାନବର ଯୁଗରେ ଜଣେ ସମାଜସେବୀ,ଆଦର୍ଶ ଶିକ୍ଷାବିତ୍,ସେବା ପ୍ରେମୀ, ଯୁବ ପ୍ରତିଭା ଏବଂ ଆଇଟି ହିରୋ ଭାବେ ପରିଚିତ ବ୍ୟକ୍ତିତ୍ବ ବୁବୁନ୍ ପ୍ରଧାନ ଓ ତମ ଶିକ୍ଷାଦାନ ବ୍ୟବସ୍ଥା ଏବଂ ଅନୁଷ୍ଠାନ । ପିତା ଆଦର୍ଶ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ପ୍ରଧାନ ମାତା ତପସ୍ଵିନୀ ପ୍ରଧାନଙ୍କ କୋଳ ମଣ୍ଡଳ କରି ୧୯୯୭ ମସିହାରେ ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ଉପକଣ୍ଠ ଖଉଦର୍ ଗ୍ରାମରେ ତାଙ୍କର ଜନ୍ମ । ପିଲାଦିନୁ ସେ ସେବା ପ୍ରେମୀ ଓ ଆଇଟି ଶିକ୍ଷା ପ୍ରତି ଆଗ୍ରହୀ । ଅଧୁନା ସେ ନାଇସ୍ ଇନଷ୍ଟିଚ୍ୟୁଟର ନିର୍ଦ୍ଦେଶକ ଏବଂ ବଜରଙ୍ଗୀ ଅର୍ଗାନାଇଜେସନ ସହ ମିଶି ବହୁବିଧ ସେବାର ସାଧକ । ୧୫୦୦ ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଶିକ୍ଷା ଲାଭ କରୁଛନ୍ତି । ଡିଜିଟାଲ ଶିକ୍ଷା ଉପରେ ତାଙ୍କ ଗବେଷଣା ସଫଳ ହୋଇଛି । ଶିକ୍ଷା ଦାନ ଦିଗରେ ସଫଳତା ନେଇ ସେ ଇଣ୍ଟରନେସନାଲ୍ ଏଜୁକେସନାଲ୍ ଆୱାର୍ଡ ଓ ସେବା ସମ୍ମାନ ଲାଭ କରିଛନ୍ତି । ତାଙ୍କ ଶିକ୍ଷାଦାନ ଶୈଳୀ ଛାତ୍ରଛାତ୍ରୀଙ୍କୁ ବହୁତ୍ ଆକର୍ଷିତ କରିଛି ।

Exit mobile version