ବରଗଡ ( ଆୱାଜ ମିଡ଼ିଆ ) – କୃପାସିନ୍ଧୁ ମହାନ୍ତି : ବରଗଡ ଜିଲ୍ଲା ର ବିଜେପୁର ନିର୍ବାଚନ ମଣ୍ଡଳୀ ର ବିଜେପୁର ଠାରେ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି ! ଏହି ରଥଯାତ୍ରା ରେ ଜଗନ୍ନାଥ ମହାପ୍ରଭୁ ଙ୍କ ସେବାରେ ଛେରା ପ୍ରହାର କଲେ ବିଜେପୁର ବିଧାୟକ ତଥା ବିଜେପୁର ଜମିଦାର ସନତ କୁମାର ଗଡତିଆ ! ଘୋଷଯାତ୍ରାରେ ବହୁ ଶ୍ରଦ୍ଧାଳୁ ଉପସ୍ଥିତ ରହିଥିବା ସମୟରେ , ସମସ୍ତ ନୀତିକାନ୍ତି ନିର୍ଦ୍ଧାରିତ ସମୟରେ ସମାପ୍ତ ହୋଇ ରଥ ଟଣା ଆରମ୍ଭ ହୋଇଥିଲା !
ବିଜେପୁର ଠାରେ ରଥଯାତ୍ରା ଅନୁଷ୍ଠିତ !!!

