Site icon Awaj Media

ଶ୍ରୀ ଶ୍ରୀ ଦଧିବାନଜୀଉ ଙ୍କର ଘୋଷ ଯାତ୍ରା !!!

Spread the love

ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅସୁରେଶ୍ୱର କୋଇଲୋ ରଥ ଦାଣ୍ଡ ହୋଇ ଉଠିଛି ଉତ୍ସବ ମୁଖର ! ବହୁ ପୁରାତନ ଶ୍ରୀ ଶ୍ରୀ ଦଧିବାମନ ଜୀଉଙ୍କ ନେତ୍ର ଉତ୍ସବ ଓ ଶ୍ରୀ ଗୁଣ୍ଡିଚା ଏକ ସାଙ୍ଗରେ ପଡିଥିବାରୁ ପ୍ରଭୁ ଙ୍କ ଘୋଷ ଯାତ୍ରା ଅନୁଷ୍ଠିତ ହୋଇ ଯାଇଛି ! ଏହି ଉତ୍ସବରେ ଲକ୍ଷାଧିକ ଭକ୍ତ ଙ୍କ ଭିଡ ଦେଖିବାକୁ ମିଳିଥିଲା , ରଥ ଦଧିବାମନ ମନ୍ଦିରରୁ ବାହାରି ଗୁଣ୍ଡିଚା ମନ୍ଦିର ରେ ପହଁଚିଥିଲା !

Exit mobile version