ସ୍ୱିକୃତୀ ପାଇଲା ପଦ୍ମପୁର ANM GNM ନର୍ସିଙ୍ଗ କଲେଜ !!!

Spread the love

ବରଗଡ଼ ( ଆୱାଜ ମିଡ଼ିଆ ) – କୃପାସିନ୍ଧୁ ମହାନ୍ତି : ସ୍ୱିକୃତୀ ପାଇଲା ପଦ୍ମପୁର ANM GNM ନର୍ସିଙ୍ଗ କଲେଜ ! ବରଗଡ ଜିଲ୍ଲା ପଦ୍ମପୁର ଠାରେ ଅବସ୍ଥିତ ପଦ୍ମପୁର ANM GNM ନର୍ସିଙ୍ଗ କଲେଜ ସ୍ପିକୃତି ପାଇଥିବା ନେଇ ସୂଚନା ଦେଲେ ଅନୁଷ୍ଠାନର କର୍ତ୍ତୃପକ୍ଷ ! ବିଦ୍ୟାର୍ଥୀ ମାନଙ୍କୁ ଉତ୍ତମ ମାନର ଶିକ୍ଷା ପ୍ରଦାନ ପାଇଁ ଅନୁଷ୍ଠାନ ଆଗାମୀ ଦିନରେ ସ୍ୱତନ୍ତ୍ର ଶିକ୍ଷା ଖସଡ଼ା ପ୍ରସ୍ତୁତ କରିବାକୁ ଯାଉଛି ବୋଲି ମିଳିଛି ସୂଚନା !

Leave a Reply

Your email address will not be published. Required fields are marked *