Site icon Awaj Media

ତନୁଜା ଶତପଥୀ ସମ୍ବର୍ଦ୍ଧିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ବେଳାଭୁଇଁ ସାହିତ୍ୟ ସଂସଦ ଆନୁକୁଲ୍ୟରେ କୋଣାର୍କ ଠାରେ ଅନୁଷ୍ଠିତ ସ୍ଵତନ୍ତ୍ର ସାହିତ୍ୟ ଆସର ରେ ତନୁଜା ଶତପଥୀ ସମ୍ବର୍ଦ୍ଧିତ ! ପ୍ରଗତି ମହିଳା ସଙ୍ଗଠନର ସମ୍ପାଦିକା ତଥା ଗଜାପତିର ବେଶ୍ ଜଣାଶୁଣା ବ୍ୟକ୍ତିତ୍ବ ତନୁଜା ଶତପଥୀ ବେଳାଭୁଇଁ ସାହିତ୍ୟ ସଂସଦ ଆନୁକୁଲ୍ୟରେ କୋଣାର୍କ ଠାରେ ଅନୁଷ୍ଠିତ ସ୍ଵତନ୍ତ୍ର ସାହିତ୍ୟ ଆସର ରେ ନୃତ୍ୟ,ଗୀତ,ସାହିତ୍ୟ ସଙ୍ଗଠନ ଏଵଂ ସମାଜ ସେବା କ୍ଷେତ୍ରରେ ଯଥେଷ୍ଟ ଅବଦାନ ପାଇଁ ସମ୍ବର୍ଦ୍ଧିତ ହୋଇଛନ୍ତି । ତେଣୁ ବିଭିନ୍ନ ଅନୁଷ୍ଠାନ ଏବଂ ବ୍ୟକ୍ତି ବିଶେଷ ମାନେ ଶ୍ରୀମତୀ ତନୁଜା ଶତପଥୀଙ୍କୁ ଶୁଭେଛା ଓ ସଦିଚ୍ଛା ଜଣାଇଛନ୍ତି ।

Exit mobile version