Site icon Awaj Media

ଉତ୍ସର୍ଗ ସେବା ଫାଉଣ୍ଡେସନ ପରିବାର ପକ୍ଷରୁ ବନ ମହୋତ୍ସବ ପାଳିତ !!!

Spread the love

ତାଳଚେର ( ଆୱାଜ ମିଡ଼ିଆ ) – ଜମ୍ବେଶ୍ଵର ପଟ୍ଟନାୟକ : ତାଳଚେର ର ବନ୍ତୋଲ ଅଙ୍ଗନବାଡି କେନ୍ଦ୍ର ଓ ବଲଣ୍ଡା ଅଞ୍ଚଳର ୨୫ ବିଦ୍ୟାଳୟକୁ ଚାରା ପ୍ରଦାନ କରାଗଲା ! ଦୁଙ୍ଗୃରିପାଲି ବ୍ଲକର ୩ ଟି କ୍ଲଷ୍ଟର ବିଦ୍ୟାଳୟ ଗୁଡ଼ିକୁ ଚାରା ଦିଆଯାଇଛି l ଏଥିରେ ସାମାଜିକ ଅନୁଷ୍ଠାନ ଉତ୍ସର୍ଗ ସେବା ତରଫରୁ ଓ ଫାଉଣ୍ଡେସନ ର ଉପଦେଷ୍ଟା ଅନୁପ ଗଡ଼ନାୟକ, ସମ୍ପାଦକ ସରୋଜ କୁମାର ସାହୁ ଏବଂ ଶଶୀପ୍ରଭା ବିଶ୍ୱାଳ, ଦୀପ୍ତିମୟୀ ପାଳ, ଈଶାନୀ ସାହୁ, କୁନି ସାହୁ, ଉର୍ମିବାଳା ପାଣି, ଅଙ୍କି ସାହୁ, ସାରଥୀ ବେହେରା, ପ୍ରୟାଶୁ, ସାଲିନ ବେହେରା ଚାମେଲି ବେହେରା ପ୍ରମୁଖ ସହଯୋଗ କରିଥିଲେ l ଆଗକୁ ପ୍ରତ୍ୟେକ ସ୍କୁଲ ଓ ଗ୍ରାମର ବିଭିନ୍ନ ସ୍ଥାନରେ ଏହିଭଳି ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ରଖିବା ପାଇଁ ଅନୁଷ୍ଠାନ ତରଫରୁ ସୂଚନା ଦିଆଯାଇଛି l

Exit mobile version