Site icon Awaj Media

କଟକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୀଙ୍କ ‘ମନ୍ କୀ ବାତ୍’ କାର୍ଯ୍ୟକ୍ରମ ଓ ସମ୍ବର୍ଦ୍ଧନା !!!

Spread the love

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୀ ଆକାଶବାଣୀରେ ତାଙ୍କ ୧୧୨ ତମ ‘ମନ୍ କୀ ବାତ୍’ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧନ କରିବା ଅବସରରେ କଟକ ମହାନଗର ନିଗମ (ସିଏମ୍‌) ୫୧ ନମ୍ୱର ୱାର୍ଡ ବେଲେଶ୍ଵରସ୍ଥ ପୁଷ୍ପଲତା ଗାର୍ଡେନରେ ଆୟୋଜିତ ‘ପ୍ରଧାନମନ୍ତ୍ରୀଙ୍କ ମନ୍ କୀ ବାତ୍’ରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ସଦର ବିଧାୟକ ଇଂ.ପ୍ରକାଶ ଚନ୍ଦ୍ର ସେଠୀ, ବୟାଳିଶମୌଜା ମଣ୍ଡଳର ବରିଷ୍ଠ କର୍ମୀ ସମାଜସେବୀ ଇଂ.ଅଶୋକ କୁମାର ବିଶ୍ଵାଳ, ସମୀର ପଣ୍ଡା, ଅଭିରାମ ଦଳାଇ, ପୀୟୂଷ ପରିଡ଼ା, ଶୁଭନ୍ୟାଶ ମହାନ୍ତି, ପ୍ରିୟରଞ୍ଜନ ଖଟୁଆ, ସନ୍ତୋଷ ସାହାଣୀ, ତାପସ ଆଚାର୍ଯ୍ୟ, କାହ୍ନା ଭୋଳ, ଶରତ ଭୋଇ, ସୁମିତ୍ରା ଦେବତା, ପ୍ରିୟତମା ଜେନା, ଜୟନ୍ତ ମାଝି, ଜଲି ଗୋଛାୟତ, ସୁଧାଂଶୁ ଦାସ, ରତ୍ନାକର ଭୋଇଙ୍କ ସହ ୪୨ ମୌଜା ତଥା ସଦର ଅଂଚଳରୁ ଶତାଧିକ ବିଜେପି କର୍ମି ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ସଭାପତି ମନମୋହନ ସାମଲଙ୍କ ସହ ବିଧାୟକ ଇଂ.ପ୍ରକାଶ ଚନ୍ଦ୍ର ସେଠୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

Exit mobile version