Site icon Awaj Media

ଯାଦବ ମହାସଭା ପକ୍ଷରୁ ସ୍ବର୍ଗତ ସୁଶାନ୍ତ ବେହେରାଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳୀ !!!

Spread the love

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : କଟକ ସଦର ୪୨ ମୌଜା ଯାଦବ ମହାସଭା ପକ୍ଷରୁ କୁଳସରିଚୁଆଁ ନିବାସୀ ରବୀନ୍ଦ୍ର ବେହେରାଙ୍କ ପୁତ୍ର ସ୍ବର୍ଗତ ସୁଶାନ୍ତ ବେହେରାଙ୍କୁ ତାଙ୍କ ବାସଭବନରେ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଛି । ଅଖିଳ ଭାରତ ଯାଦବ ମହାସଭାର ରାଷ୍ଟ୍ରୀୟ ଯୁବ ଅଧ୍ୟକ୍ଷ ଇ°.ପ୍ରଦୀପ ବେହେରା, କଟକ ଜିଲ୍ଲା ସଭାପତି ସମର ବେହେରା, ସମ୍ପାଦକ ତୀର୍ଥବାସୀ ବେହେରା, କଟକ ମହାନଗର ସମ୍ପାଦକ ସମର୍ଜିତ ବେହେରା, କଟକ ଜିଲ୍ଲା ଯୁବ ସଭାପତି ଜନାର୍ଦ୍ଦନ ପରିଡ଼ା, କାର୍ଯ୍ୟକାରୀ ସଭାପତି ତରୁଣ ଯାଦବ, କଟକ ସଦର ସଭାପତି ବିନୋଦ ବେହେରା, ସମ୍ପାଦକ ଚିତ୍ତରଞ୍ଜନ ବେହେରା, କଟକ ସଦର ଯୁବ ସଭାପତି ଅର୍ଣ୍ଣବ ପରିଡ଼ା, ୪୨ମୌଜା ସଭାପତି ବରିଷ୍ଠ ସାମ୍ୱାଦିକ ବୁଲେଇ ବେହେରା, ସଦସ୍ୟ ପର୍ଶୁରାମ ବେହେରା, ଶଙ୍କର ବେହେରା, ସାଗର ବେହେରା, ଅକ୍ଷୟ ବେହେରା, ଚିତ୍ତ ବେହେରା, ପ୍ରତାପ ପଲେଇ, ପବିତ୍ର ପରିଡ଼ା ଓ ସୁବ୍ରତ ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ ।

Exit mobile version