Site icon Awaj Media

ଇଣ୍ଟରନ୍ୟାସନାଲ ହ୍ୟୁମାନ ରାଇଟସ କାଉନସିଲ ର ସାଙ୍ଗଠନିକ ବୈଠକ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଶାଶ୍ଵତୀ ନାୟକ : ରାଜଧାନୀ ଇନଫୋସିଟି ଅଂଚଳରେ ଇଣ୍ଟରନ୍ୟାସନାଲ ହ୍ୟୁମାନ ରାଇଟସ କାଉନସିଲ ର ଗୁରୁତ୍ୱପୂର୍ଣ୍ଣ ବୈଠକ ! ଗଜପତି ଜିଲ୍ଲାରୁ ଆରମ୍ଭ ହୋଇଥିବା ଏହି ସଂଗଠନ ଏବେ ରାଜ୍ୟର ଚଉଦ ଟି ଜିଲ୍ଲାରେ ବେଶ ସକ୍ରିୟ ଅଛି ! ଭୁବନେଶ୍ୱର ରେ ଆୟୋଜିତ ଏହି ବୈଠକରେ କଟକ , ଖୋର୍ଦ୍ଧା , ବାଲେଶ୍ବର , ଗଜପତି , ଅନୁଗୁଳ , ଢେଙ୍କାନାଳ ଜିଲ୍ଲାର କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ ! ମାନବାଧିକାର କର୍ମୀ ଶ୍ରଦ୍ଧାଞ୍ଜଳୀ ରାୟ ଙ୍କ ଆବାହକତ୍ୱ ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ସମୟରେ , ଆଗାମୀ ଦିନର କାର୍ଯ୍ୟପନ୍ଥା ସ୍ଥିର କରାଯାଇଥିଲା !

 

Exit mobile version