Site icon Awaj Media

ପାରଳା ବିଧାୟକ ଙ୍କ ଦ୍ଵାରା ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ଖିଡିଙ୍ଗା ଗ୍ରାମରେ ବିଧାୟକ ଇଞ୍ଜିନିୟର ରୁପେଶ କୁମାର ପାଣିଗ୍ରାହୀ ଙ୍କ ଅନୁଦାନ ତଥା କରକମଳ ରେ ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ସମ୍ମାନୀୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି ତିରୁପତି ରାଓ, କାଶୀନଗର ବ୍ଲକ ଅଧ୍ୟକ୍ଷା ବାଲା ସାୟାମା, ଉପାଧ୍ୟକ୍ଷ ଏସ କଲ୍ୟାଣୀ, ସରପଞ୍ଚ ଆର ରଜନୀ, ସମିତି ସଭ୍ୟ ବି ଶ୍ରୀଧର ରାଓ, ନାଏବ ସରପଞ୍ଚ ପି ତିରୁପତି ରାଓ , କେ ସିତାପୁର୍ ସରପଞ୍ଚ କେ ତେଜା ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ରାଜପୁର ଠାରେ ଏକ ଯାତ୍ରୀ ବିଶ୍ରାମଗାର ମଧ୍ୟ ବିଧାୟକ ଙ୍କ ଦ୍ଵାରା ଉଦଘାଟିତ ହୋଇଯାଇଛି ।

Exit mobile version