Site icon Awaj Media

ଶ୍ରାବଣ ମାସରେ ଜଳାଭିଷେକ କଲେ କାଉଡିଆ !!!

Spread the love

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : ଶ୍ରାବଣ ମାସ ଉପଲକ୍ଷେ ମାନସିକଧାରୀ ମାନେ ବିଭିନ୍ନ ପବିତ୍ର କ୍ଷେତ୍ର ବା ନଦୀରୁ ଜଳ ଉଠାଇ ବିଭିନ୍ନ ଶୈବପୀଠରେ ଜଳାଭିଷେକ କରିଥାନ୍ତି । ତୃତୀୟ ସୋମବାର କଟକ ସଦର ୪୨ ମୌଜା ବରାଳ ଗ୍ରାମର ଶୈବ ଉପାସକ ମାନେ ବିଶ୍ଵ କଲ୍ୟାଣ ବାର୍ତା ନେଇ ସଂକଳ୍ପ ସ୍ୱରୂପ ପଣ୍ଡୁସର ନଦୀରୁ ଜକ ଉଠାଇଥିଲେ । କାଉଡ଼ିଆ ଭକ୍ତ ନୟାଗଡ଼ସ୍ଥ ଲଡୁକେଶ୍ୱର୍ ମହେଶଙ୍କ ପୀଠରେ ଜଳାଭିଷେକ କରି ମଙ୍ଗଳ କାମନା କରିଛନ୍ତି । ଏହି ବୋଲବମ୍ ଯାତ୍ରାରେ ନରେଶ , ମୁନା, ମନୁଆ, ପପି, ବୁବୁନି, ରାକେଶ, ପ୍ରଶାନ୍ତ, ରିଣ୍ଟୁ, ସୁନିଲ, ରୋନି, ତ୍ରିଲୋଚନ, ସାହିଲ, ବୁଲୁ, ବାବୁ, ସିକୁଲ, ବିକାଶ, ଲକି, ଚିତ, ଚିନୁ, ଶୁଭମ୍, ଶ୍ରୀତମ, ବିଶ୍ଵନାଥ, ଲିପୁ, ମହେଶ, ଗୁଡୁ, ବୁଟୁ, ପୁଚ, ପିକୁନ, ବଣ୍ଟି, ଜିତୁ, ବିଦ୍ୟା, ରାଜା, କାହ୍ନୁ ପ୍ରମୁଖ ଭକ୍ତ ଯୋଗଦାନ କରିଥିଲେ ।

Exit mobile version