Site icon Awaj Media

ଶ୍ରାବଣ ମାସରେ ଜଳାଭିଷେକ କଲେ ଶୈବ ଉପାସକ !!!

Spread the love

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : ଶ୍ରାବଣ ମାସର ସୋମବାର ପାଳିରେ କଟକର ପ୍ରସିଦ୍ଧ ଶୈବ ପୀଠ ବାବା ଧବଳେଶ୍ୱରଙ୍କ ପୀଠରେ ବହୁ ଭକ୍ତ ଜଳାଭିଷେକ କରିଥଲେ । ୪୨ ମୌଜା ଦେଉଳି ଗ୍ରାମରୁ କାଉଡିଆଙ୍କ ମଧ୍ୟରୁ ଭକ୍ତ ଅରୁପ କୁମାର ଦାସ,ଅନୁପ କୁମାର ଦାସ,ସୌମ୍ୟ ରଞ୍ଜନ ଦାସ,ଅମ୍ଳାନ ଦାସ,କୁନ୍ଦନ ପ୍ରଧାନ,ସୌମ୍ୟ ରଂଜନ ତ୍ରିପାଠୀ,ଅରବିନ୍ଦ ନାୟକ,ଦୀପକ କୁମାର ସାହୁ,ଦେବାଶିଷ ପରିଡ଼ା, ଯୁଧିଷ୍ଟିର ବେହେରା,କମଲ ବେହେରା,ସୁବ୍ରଦିପ ପତି,ସବ୍ରଜିତ ମିଶ୍ର ପ୍ରମୁଖ ଗଡଗଡିଆ ଘାଟ ଠାରୁ ପାଣି ଉଠାଇ ଧବଳେଶ୍ୱର ମହାଦେବ ମନ୍ଦିରରେ ଜଳାଭିଷେକ କରିଥିଲେ ।

Exit mobile version